by Suresh chandra Padhy ✓ · 11 Jul 2021
ଭକ୍ତ ବିନା ତାର ବୁଝେ ନାହିଁ ମନ ଭକତ ପାଇଁ ଯାଏ ନଅ ଦିନ ନବ ଯଉବନ ବେଶ ଭକତ ଝୁରୁଛି ନବ ଯଉବନ ବେଶେ କାଳିଆ ମୋ ହସୁଛି
Loading comments…
Loading comments…