by Kailash Chandra Sahani ✓ · 28 Nov 2019
ନୁହେଁ ମୁଁ କାହାର ବଇରୀ ଭଗାରୀ ନୁହେଁ ପ୍ରେମ ପ୍ରତାରକ , ମୋ ଦୁଃଖେ ଜୀଉଁଚି ସମୟ ସୁଅରେ , କବିତାର କବି ମୁଁ ଯେ ଭଗ୍ନ କୋଣାରକ ।
Loading comments…
Loading comments…