by Banalaxmi Mohanty ✓ · 14 Jun 2021
ନଦୀରୁ ମିଳଇ ସୁମଧୁର ଜଳ ପ୍ରାଣୀଙ୍କର ତୃଷା ହରେ ତା,ଗର୍ଭରୁ ମାଛ ଧରିଣ ଧୀବର କୁଟୁମ୍ବ ପାଳନ କରେ।। ନାଆ ମେଲିଦେଇ ତାହାରି ଗର୍ଭରେ ଲୋକଙ୍କୁ ପାରି କରାଏ ନଦୀ ଏପାରିରୁ ସେପାରିରେ ଛାଡି ପାରିଶ୍ରମିକ ସେ ପାଏ।।
Loading comments…
Comments
Loading comments…