by DILIP KUMAR SAHOO ✓ · 4 Nov 2020
ଲାଗେ ଏବେ ଡର କେତେ କାରଖାନା କୂଳରେ ମୋର କାରଖାନା ପାଣି ମିଠା ପାଣିକୁ ମୋ କରେ ଜହର ଭରିଦେଇ ବିଷ ଲୁଟିନିଏ ହସ ରୋଗ ବେମାରୀଙ୍କ କାରଣ ହୁଏ ନଦୀଟିଏ ମୁଁ ନଦୀଟିଏ
Loading comments…
Comments
Loading comments…