ଉପରେ ଉପରେ ଦେଖେଇ ହଉଛ
ଆମେ ବଡ ବଡ ନେତା
ରୋଡ୍ ରାସ୍ତା ଖାଲ୍ ଢିପ ଅଛେ
ଦେଖି ନାଇଁ ପାର୍ବାର କେନ୍ତା ।।
ଧଏନ ଧଏନ ହୋ ମେମର୍ ସରପଂଚ
ଲାଏଜ୍ ସରମ୍ ଦିହେଁ ନାଇଁ
ଭୋଟ୍ ସମିଆଁ କେ ଘର୍ ଘର୍ ଆଉଥିଲ
ଇହାଦେ ଲୁକିଛ କାହିଁ ।।
ଜୁଆନ୍ ପାଉଛେ ଭତ୍ତା ଦେଖ
ବୁଢା ହେଉଛେ ଥେତା
ଧଏନ୍ ଧଏନ୍ ହୋ ସମିତି ସଭ୍ୟ
ଧନିର୍ ଏକା ତୁମେ ନେତା ।।
Loading comments…