by ଓଡ଼ିଆ ଗଳ୍ପ ଓ କବିତା - ୨ ✓ · 15 Sept 2018
ଦେଖିଲେ ସକାଳେ ମୁହଁଟି ତୋର, ଶୁଭ ହେବ ଆଜି ଦିନଟି ମୋର । ଏଡିକି ଟିକିଏ ଜୀବଟି ତୁହି, ସାପ ଦେଖି ତୋତେ ପାରେନି ସହି ।
Loading comments…
Loading comments…