by Chinmaya Kumar Nayak ✓ · 3 Jul 2020
ହୃଦ ସିଂହାସନ ହେଉ ଜନ୍ମ ବେଦୀ ମହାପ୍ରଭୁ ହୋନ୍ତୁ ବିଜେ, ଇଛମୟଙ୍କର ଇଛା ପୂର୍ଣ୍ଣ ହେଉ କଳଙ୍କ ନଲାଗୁ ଧ୍ୱଜେ।
Loading comments…
Loading comments…