by SARATA KUMAR DAS ✓ · 16 Jul 2019
ଭଦ୍ରତାର ବର୍ଣ୍ଣାଢ୍ୟ ଆବରଣ ତଳୁ ଶବ୍ଦର ସୁଶୋଭନୀୟ ଉଚ୍ଚାରଣ ଭିତରୁ ଆଚରଣର ବୀସ୍ତିର୍ଣ୍ଣ ସାଗର ବିନ୍ଦୁରୁ ଝରିପଡେ ଝରଝର ନଗ୍ନତାର ନିର୍ଝର
Loading comments…
Loading comments…