by Sambit Srikumar ✓ · 17 Jul 2020
ଜଳୁଛି ସର୍ବଗ୍ରାସୀ ନିଆଁ ହୁତୁ ହୁତୁ ହୋଇ ଲେଲିହାନ ଶିଖା ମେଲି ବ୍ଯାପି ଚାଲିଛି ଦୂରକୁ ଦୂରକୁ ଗ୍ରାସିବାକୁ ଲହ ଲହ ଜିହ୍ୱାରେ ତାର ଏ ସମଗ୍ର ସଂସାର।
Loading comments…
Comments
Loading comments…