by Prasanna Kumar Madala ✓ · 28 May 2019
ପୁଷ୍ପ କୁଞ୍ଜେ ଚଳି ଯାଆନ୍ତି ତ ଅଳି ମଧୁରସ ଆଶରେ ଆଗୋ ଥୁଳ ସ୍ତନା କରୁ କେତେ ମନା ଆସିବାକୁ ପାଶରେ ପାଖୁଡା ମଧ୍ୟରେ ଭରା ପରାଗେ ହୋଇ ତରତର ଦେଖ ଗୋ ଭ୍ରମର ଚୁମିଯାଏ ସରାଗେ । ୨ ।
Loading comments…
Comments
Loading comments…