by Susanta kumar Patra ✓ · 18 Sept 2018
ଅଶାହାୟଙ୍କ ଲାଗି ମୁଁ ଆଶାବାଡ଼ି ହେବି, ଦୀପ ଭଳି ନିଜେ ଜଳି ଆଲୋକ ଦେବୀ Il ତୁମର ପୟରେ ପ୍ରଭୁ ମୋର ନିବେଦନ ସଭିଙ୍କର ସେବା କରି ଯାଉ ମୋର ପ୍ରାଣ
Loading comments…
Loading comments…