by Dr.Soumya Ranjan Khatua ✓ · 30 Apr 2021
ବସନ୍ତ କୃଷ୍ଣଚୁଡା ରଙ୍ଗକୁ ହଜେଇ ପଳାସ ବନ ଏବେ ଧରାରେ ରାଜୁତି କରିଲା, ଫୁଲ ଉପବନେ ଆଜି ବୈଶାଖ ରୌଦ୍ର ଧସେଇକି ପଶିଲା , ପଣା ସଂକ୍ରାନ୍ତି ଯେ ଓଡିଆଙ୍କ ନୂଆ ବରଷ ତା ସହ ପଣା ଓ ଝାମୁ ଯାତ୍ରା ସଙ୍ଗେ ଆଣିଲା, ଏ ତ ଋତୁଚକ୍ର ଧରଣୀ ନିୟମ
Loading comments…
Loading comments…