by Samar Ballav Bhoi ✓ · 16 May 2021
ଅମାନିଆ ଏଠି ସବୁ ଋତୁଙ୍କର ସମୟେ ମିଳେ ନାହିଁ ଫଳ ଜୀବନ ଜୀବିକା ସବୁ ଅନାଦର ଏଠି ନାହିଁ କିଛି ଥଳ କୁଳ।। ନିଦାଘ ସମୟ ଦିଏ ଯେ ଯନ୍ତ୍ରଣା ଦେଖା ହୁଏନି ବୁଦ୍ଧି ବାଟ ନଈ ନାଳ ପୋଖରୀ ସବୁ ଶୁଖିଲା ଦିଶଇ ଚାଷ କ୍ଷେତେ ଦିଶେ ଫାଟ ll
Loading comments…
Loading comments…