by Diptimayee Biswal ✓ · 9 Jul 2019
ସତ କହିଚୁ ଧନ ମଶାଣୀକୁ ଗୋଡ କାଢିଥିବା ବୁଢାବୁଢୀ ଦି'ଟା, ବାପଅଜା ଅମଳର ଭିଟାମାଟି ଖଣ୍ଡକ ଛଡା ଏଠି କିଛି ନାହିଁ । ବଜାରରେ ଢେର୍ ମିଳୁଚି ଆମ୍ବ ପଣସ, ଅଙ୍ଗୁର, ନାସ୍ପାତି ।
Loading comments…
Comments
Loading comments…