by Binay Mohapatra ✓ · 29 Aug 2017
ତୁମେ ନାହଁ, ଏଇ ଘରେଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ,ସବୁଆଡ ଫୁଙ୍ଗୁଳା ଫୁଙ୍ଗୁଳା,ଶୁନ୍ ଶାନ୍ ନିଛାଟିଆ ଲାଗେ ।ତମେ ସିନା ନାହଁ, ବାକି ତ ସମସ୍ତେ ଅଛନ୍ତିତୁମ ଛଡା ସବୁ କିଛି ଠିକ୍ ଠାକ୍ ଅଛି,ହେଲେ, ତଥାପି କାହିଁକି,ଏଠି ଏତେ ନିଛାଟିଆ ଲାଗେ ?
Loading comments…
Loading comments…