by Kabiratna Nutan Kumar Behera ✓ · 6 Mar 2022
ବରଫ ତରଳିଲା ପରି ତରଳି ମିଳାଇ ଯାଏ ଆଶା ଆକାଂକ୍ଷା ସ୍ଵପ୍ନମାନେ ଆଖିରେ ଲଗାନ୍ତିନି ଯାଦୁ ମନର ଆବେଗତା ହୋଇ ପଡ଼େ ପଙ୍ଗୁ ଧୈର୍ଯ୍ୟ ସାହସ ଛତ୍ରଭଙ୍ଗ ଦିଅନ୍ତି ସହିଷ୍ଣୁତାର ହୁଏ ପତ୍ରଝଡ଼ା
Loading comments…
Comments
Loading comments…