by Prafulla Chandra Mishra ✓ · 18 Dec 2020
ପାହାନ୍ତି ପ୍ରହର କୁଆଁତାରା ଯେହ୍ନେ ମିଶେ ପ୍ରଭାକର କରେ ଚପଳା ଚଞ୍ଚଳେ ମିଶିଯାଏ ଯଥା ଅମ୍ଵୁଦ ଗହଳ ମେଳେ ବେଗବତୀ ନଦୀ ମିଶିଯିବ ତଥା ତେମନ୍ତେ ଅବା ଆତୁର ନାହିଁ ତ ଶୋଚନା ନିଜର ଅସ୍ତିତ୍ଵ ହଜାଇ ଦେବ ସାଗର
Loading comments…
Comments
Loading comments…