by Monali Nayak ✓ · 13 Oct 2021
ଦଳ ଦଳ ପକ୍ଷୀ ନୀଡେ ବାହୁଡନ୍ତି କିଚିରି ମିଚିରି ହୋଇ, ନଈ ପାଣି ଦିଶେ ନାଲି ଝଲମଲ ତହିଁ ପରେ ପକ୍ଷୀ ଛାଇ ।।
Loading comments…
Loading comments…