by Barsha Swain ✓ · 29 Aug 2021
ଝଲସା ସୂରୁଜର ଝିଲିମିଲି କିରଣ ନୀଳ ଜଳରାଶି ମଧ୍ୟେ ସ୍ୱର୍ଣ୍ଣର ଭ୍ରମ ସୁ ସୁ ଗର୍ଜନ ସର୍ବଦା କରି ଜଳେ ଓଦାକରେ ବିସ୍ତୀର୍ଣ୍ଣ ବେଳାଭୂମି ।
Loading comments…
Loading comments…