by Upendra prasad Mahala ✓ · 20 Apr 2021
ଇଚ୍ଛା ହୁଏ ପଚାରନ୍ତି ଦୂର ପାହାଡକୁ କାହିଁକି ଏତେ ସୁନ୍ଦର ଦିଶେ ଦୂରକୁ !! ସଜେଇ ହୁଏ ଅଭିସାରିକା ପରି ଅ।କାଶରୁ ତୋଳିଅ।ଣେ ନୀଳିମା ଗୋଟାପଣେ ବୋଳିହୁଏ । ଗଭାରେ ଖୋସେ ବଣୁଅ। ଫୁଲ । ଚନ୍ଦନର ବାସ ଚହଟୁଥାଏ ।
Loading comments…
Loading comments…