by Debadatta Jena ✓ · 25 Sept 2020
ଶ୍ରାବଣ ଯେ ଲୁଚି ପାରେ, ମେଘ କିଂତୁ ଲୁଚେନା, ଝରି ଝରି ଅମାନୋଇ, ଲୁଚ କାଳି ଖେଳେନା, ଅସୁମାରୀ ମେଘ ହେଲେ, ବର୍ଷା ଋତୁ ଆଣେନା, ଜହ୍ନିଫୁଲ ଫୁଟେ ସିନା, ବାସ୍ନା ତାର ବାସେନା,
Loading comments…
Comments
Loading comments…