by Debadatta Jena ✓ · 7 Oct 2020
ଚନ୍ଦ୍ର ବିଧୌତ ରଜନୀ ଗୋ ତୁମେ ସେ ଅମାବାସ୍ୟା ଚନ୍ଦ୍ର.. ତୋଳଇ ତୋପାଇଁ ସୁନୀଳ କଇଁ ..! ଚିତ୍ରଲେଖା ସାଜି ଅସ୍ତରାଗ ନୀଳେ ତୁମ ବିଧୂ ଦଂଶନେ ପରା ଲଭଇ ପିୟୁଷ ମୋକ୍ଷ କାହିଁ ..?
Loading comments…
Loading comments…