by Bunee Tripathy ✓ · 7 Oct 2021
ଭାଙ୍ଗି ନୀରବତା କହିଦିଅ କଥା ତୁମ ପାଶେ କରେ ଅଳି ମୋ ମନର ବ୍ଯଥା ବୁଝିକି ପାରୁନ ବିରହେ ମରୁଛି ଖାଲି। ଏକାଠି ବଞ୍ଚିବା ଏକାଠି ମରିବା ଶପଥ ତ ନେଇଥିଲେ ଆନମନା ହୋଇ ତୁମେ କାହିଁ ପାଇଁ ଜୀବନକୁ ତୁଚ୍ଛ କଲ।
Loading comments…
Comments
Loading comments…