by Prasanna Kumar Madala ✓ · 24 Apr 2020
ଧର୍ମର ପ୍ରଦୀପ ଲିଭାଇଛୁ ସିନା ବୋଲାଇ ଧାର୍ମିକ ବଡ଼ ଲିଭିନାହିଁ ଚିତା ଜଳିବ ବୋଲି ତ ନିଇତି ଭାଇର ମଢ଼ । ଉର୍ବରକ ହୋଇ ମିଶିବୁ ପଛେ ଏ' ବୀରପ୍ରସବିନୀ ଭୂମେ କୃତ କର୍ମଫଳେ ଭୂଗୋଳ ସହିତ ନିଶ୍ଚିହ୍ନ ହୋଇବ ତୁମେ ।
Loading comments…
Comments
Loading comments…