by DILIP KUMAR SAHOO ✓ · 23 Jul 2021
ହାତ ନାହିଁ ସିନା ଭକତ ପାଇଁକି ଲମ୍ବିଯାଏ ପ୍ରଭୁ ତୁମ ମହାବାହୁ ଭକତକୁ ତୁମେ ଘଣ୍ଟ ଘୋଡାଇଛ ଘୋଟିବା ଆଗରୁ ମହାକାଳ ରାହୁ
Loading comments…
Loading comments…