by Maheswar sahoo ✓ · 4 Jun 2019
ଭଗ୍ନୀକୁ ଚିହ୍ନିବ, ଭାଗ ବଣ୍ଟନରେ, ଭାଇଠୁଁ ନେବକି ଭାଗ । ପିତୃ ସମ୍ପତ୍ତିରେ, ଭାଗ ନେଇ ଭଗ୍ନୀ, କରିବକି ସ୍ୱାର୍ଥ ଯୋଗ ।। ନିଜ ସନ୍ତାନକୁ, ଚିହ୍ନିବ ବୃଦ୍ଧରେ, ସେବା କର୍ମ କରୁଥିଲେ । ତେବେସିନା ତୁମେ, ନିଜର ଲୋକଙ୍କୁ, ରଖିବ ହୃଦୟ ଠାରେ
Loading comments…
Comments
Loading comments…