by Ajaya kumar Jena ✓ · 21 Sept 2020
ଗୋଟାପଣେ ବାଲ୍ୟାବସ୍ଥା ଧୂଳିବୋଳା, ସାଙ୍ଗ-ସାଥି ସହ ଖେଳୁ ଖେଳୁ ଖାଇଛି ବିଧା-ଡିହ-ହାବୁସା ପେଟରୁ ଆଣ୍ଠୁଆ ଦରଜ ଏଯାଏଁ ଯାଇନି, ବାପାଙ୍କ ନାଲି ଆଖି ଆଗେ ତା' ଅଷ୍ଟାଙ୍ଗ ନୀରବତା ଏହି ବୋଧେ ତା' ଅଭିନୟର ନିଖୁଣତା।
Loading comments…
Loading comments…