by Suresh chandra Padhy ✓ · 4 Jul 2022
କେତେ ପାପ ମୋ ଜୀବନେ କରିଛି କେମିତି ତରିବି ଜାଣି ନାହିଁ କିଛି ତୋ ସାଥେ ହୋଇଛି ସମ୍ପର୍କ ମୋର ତୁ ପରା ଦୁଃଖୀ ଧନ ମୋହର
Loading comments…
Comments
Loading comments…