by Priyaranjan Biswal ✓ · 3 Jun 2020
ସଭିଙ୍କର ପ୍ରିୟ ଆମର ଏ ସ୍କୁଲ୍। ଦଣ୍ଡ ମିଳେନାହିଁ ହୋଇଗଲେ ଭୁଲ୍।। ଷାଠିଏ ଭାଗ ଜଳ ଅଟେ ଦେହର। ଜଳ ଆମପାଇଁ ଅତି ଦରକାର।। ବିଶୁଦ୍ଧ ଜଳଯେ କରିବାକୁ ପାନ। ନଳକୂପ ଏକ ହୋଇଛି ଖନନ।।
Loading comments…
Loading comments…