by Jayashree Maharana ✓ · 22 Apr 2021
ଈଶ୍ୱର ନିର୍ଦ୍ଦେଶେ କଳାକାର ସାଜି କରିଗଲା ଅଭିନୟ ସମ୍ପର୍କ ଡୋରରେ ବାନ୍ଧିଲା ସଭିଙ୍କୁ ଗଢିଥିଲା ପରିଚୟ । ପୁରିଗଲା କାଳ ସରିଗଲା ଖେଳ ଫେରିଗଲା ଗଣ୍ଠିଧନ ଆଉ କି ଫେରିବ ଝୁରିହେବୁ ଯେତେ ଭାଗ୍ୟଲେଖା କରି ଆନ ।
Loading comments…
Loading comments…