by Birendra Nayak ✓ · 5 Feb 2021
ସମୁଦ୍ରଟା ଶୋଇଯାଆନ୍ତାନି ସେବେ ଯାଏଁ, ଯେବେ ସୂର୍ଯ୍ୟଟେ ଜନ୍ମ ନିଅନ୍ତା ଦକ୍ଷିଣ ଗର୍ଭରୁ ଜହ୍ନଟା ଛଡାଫୁଲ ହୁଅନ୍ତା, ମୋ ମାଆ ପାଦ ତଳେ ନୂଆ ଋତୁଟେ ଉତୁରି ଆସନ୍ତା, ମୋ ବାପାଙ୍କ ଧାନ କ୍ଷେତରୁ
Loading comments…
Loading comments…