by Rajib Gopal Swain ✓ · 22 Jul 2019
ଇଛା ତ ନଥିଲା ଅନ୍ଧାର ଘୋଡ଼ି ଆଗକୁ ଚାଲିବା ପାଇଁ ହେଲେ ମୁଁ ନିର୍ବୋଧ ଜାଣିତ ନଥିଲି ମୁଁ କେହି ନୁହେଁ ବୋଲି ମୁଁ ଘୋଡ଼ି ନାହିଁ ଅନ୍ଧାରୀ ଚାଦର ଅନ୍ଧାର ଧରିଛି ମୋତେ ମୁକୁଳିବା ଏତେ ସହଜ ତ ନୁହେଁ ଚେଷ୍ଟା କରେ ସାଧ୍ୟ ମତେ ।
Loading comments…
Comments
Loading comments…