by Kananbala Das ✓ · 16 May 2021
ଛୁଇଁ ଯାଅ ହୃଦୟରୁ ହୃଦୟକୁ ଅସାର ଆଶାର ସପନ, ନିବିଡ ଆଶ୍ଲେଷେ ଜଡାଇ ଅପୂର୍ବ ସେ ଅନୁଭଵ ନିରବିତ ଆଶା ମଧ୍ୟେ ଶୂନ୍ୟରେ ମିଳେଇ ଯାଅ ନିର୍ବିକାରେ ହଜିଯିବା ପାଇଁ.
Loading comments…
Loading comments…