by Bhagabat -chandu ✓ · 18 Jun 2022
ଝିଣ୍ଟିକା ମାରି ବଣି ପୋଷୁଥିବା ସଂସାରରେ ପ୍ରତିବାଦ କରିବ ସେ କାହା ବଳରେ ସବୁ ସହିଯାଏ ନିରବରେ ଦୁଃଖରେ ହେଉ ଅବା ସୁଖରେ ନିରୁପାୟ ନିଚ୍ଛକତାରେ
Loading comments…
Loading comments…