by Sunita Barik ✓ · 9 Nov 2019
ଚାଲି ଯାଇଛନ୍ତି ମୋଠୁ ଦୂର ଵହୂ ଦୂରକୁ ପଛରେ କେବଳ ଛାଡ଼ି ଯାଇଛନ୍ତି ପ୍ରଶ୍ନ କେବଳ ପ୍ରଶ୍ନ ଉତ୍ତର ଖୋଜିବାର କଳା କୌଶଳ ବି ଏବେ ଅପହଞ୍ଚ ମୋ ନିବୃତ୍ତ ଇଲାକାରୁ ।
Loading comments…
Loading comments…