120Log inSign up
ନିରୁତା ହସ
Poem · Comedy

ନିରୁତା ହସ

by Rajesh Kumar Jain ✓ · 29 Jul 2017

13.6KReads
14Likes
1Min read

ହଜିଯାଇଛି ଚେହେରାରୁ ଏବେ ନିରୁତା ହସ ଚତୁର୍ଦ୍ଦିଗେ ଅରାଜକତା ଆଉ ଦ୍ୱେଷ ହସ ତ ସୁଖର ଶାନ୍ତିର ସଂଜୀବନୀ ରସ ହସ ବିନା ଜୀବନ ଆହା କି ବିମର୍ଷ !

Loading comments…

ନିରୁତା ହସ · StoryMirror