by Rabindra Kumar Biswal ✓ · 21 Aug 2019
ଏମିତି ବି କୋଉ ଦୁଃଖ ବାକି ଅଛି କି ଆଉ ତେଣୁ ମୁଁ ଏବେ ବେଫିକର ବେହିସାବ ବି ରହିଥାଉ ଜୀବନ ର ବାକିଖାତା ଦୁଃଖ ର ଅବା ସୁଖ ର ଦୁଃଖ ତ ମୋର ଅତି ଆପଣାର ନିଶବ୍ଦ ଅନ୍ତରଙ୍ଗ ଅବୁଝା ଆଳାପ
Loading comments…
Loading comments…