by ତ୍ରିନାଥ ବେହେରା ✓ · 17 Jun 2021
କଥା ସବୁ କେମିତି ପାଲଟେ ନଥା ସମାଜର କିଛି ବିଚିତ୍ର ବ୍ୟବସ୍ଥା ତୁଣ୍ଡେ ରାମନାମ ପଛରେ ଚିତା କାଟନ୍ତି କିପରି ଭଣ୍ଡମାନେ ଏଠି ଦେହରେ ପକାଇ ଖଣ୍ଡେ ପଇତା
Loading comments…
Loading comments…