by namita jena ✓ · 11 May 2020
ମର୍ତ୍ତ୍ୟେ ଆସନ୍ତି ଦେହ ବହି। ନାଶନ୍ତି ପାପୀ ଦୁରାଚାରୀ। ପାଳନ୍ତି ସାଧୁ ଦୁଃଖ ହରି। ଘଟ ଘଟରେ ତାଙ୍କ ବାସ। ଏବେ ସେ ଅଣୁରେ ପ୍ରକାଶ। ନୁହନ୍ତି କେବେ ପକ୍ଷପାତି।
Loading comments…
Loading comments…