by KRUTIBAS NAYAK ✓ · 9 Sept 2020
ଶୁଭଙ୍କରୀ ଶୁଭ ଦରଶନେ ତବ ହେ , ହରିଯାଏ ପାପ ତାପ କଳୁଷ । ମଙ୍ଗଳମୟ ପୃଥୁଳକାୟ ଜ୍ଞାନ ବିଦ୍ୟାଦାତା ସିଦ୍ଧ ପୁରୁଷ। ସୁନ୍ଦର ମୂରତି ଜୟ ଗଣପତି ନମୋ ନମୋ ବିନାୟକ ଗଣେଶ । ॥
Loading comments…
Comments
Loading comments…