by Ramachandra Bhutia ✓ · 14 Dec 2021
ମମତାମୟୀ ତୁ ମହା ସିଦ୍ଧିଦାତ୍ରୀ ନାମ ଧରିଛୁ ନବମେ ନବଦୁର୍ଗା ତୁହି, ତୁହି ଯୋଗମାୟା ଜୟ ଜୟ ଜଗଦମ୍ବେ ନମସ୍ତେ ଭବାନୀ ଶଙ୍କର ଘରଣୀ ନମସ୍ତେ ଶ୍ରୀଦଶଭୁଜା କଲ୍ୟାଣମୟୀ ତୁ ଅଭୟ ଦାୟିନୀ ଦୁର୍ଗତି ନାଶିନୀ ଦୁର୍ଗା
Loading comments…
Loading comments…