by Suresh chandra Padhy ✓ · 2 Sept 2021
ଗୋପୀ ମାନେ ସବୁ ମାୟା ଛାଡି ଆସିଲେ ତୋ ମହା ରାସ ରେ ମନ ଲଗାଇଲେ ଲବଣି ସାଥେ ମନ ଚୋରା ଇଲୁ ଗୋପୀ ମାନ ଙ୍କୁ ନିଜର କଲୁ କେଉଁ ନାମ କୁ ଡାକିବି ତୋର କହି ଦେରେ ଥରେ ମୋର ଚିତ୍ତଚୋର ରେ ନନ୍ଦ କୁମାର ଆରେ ନନ୍ଦ କୁମାର
Loading comments…
Loading comments…