by Arendra Kumar ✓ · 17 Jun 2022
ଗୋପ ଗୋପାଳୁଣୀ ଦହି ବିକିଗଲେ ମାଠିଆକୁ ଟେକା ମାରୁଥିଲା ଗୋପ ଗାଆଁ ଦାଣ୍ଡେ ଗୋପାଳୁଣୀଙ୍କୁ ଯେ ଭାରି ହଟହଟା କରୁଥିଲା ସେତ ନନ୍ଦ ରାଜାର ଟିକି ପିଲା
Loading comments…
Comments
Loading comments…