by Tushar Kanta Prasad ✓ · 19 Dec 2018
ଦେହ ଗନ୍ଧ ପାଇ, ବେଗେ ଆସ ଧାଇଁ, ଶୃଗାଳ ପରିକା ବ୍ଯୂହ ଯେ ରଚ। ପରୁଷର ଅର୍ଥ, ତୁମ ପାଶେ ବ୍ଯର୍ଥ, ନର ଜନ୍ମ ଧାରୀ ନର ପିଶାଚ।
Loading comments…
Loading comments…