by Surjyakanta Dash ✓ · 16 Nov 2020
ଏବେ ବି ଗୁଞ୍ଜରିତ ହୁଏ ମୋ କାନ ପାଖେ ତୁମ କୋମଳ ଗାନ୍ଧାରର ସ୍ୱର ଆଜି ପୁଣି ସେହି ଜହ୍ନ ରାତ୍ରି ସେଇ ପାନ୍ଥଶାଳା ଝରକା ସେପାଖରେ ସେହି ତୋଫା ଜହ୍ନ ଦେହରେ ପ୍ରେମ ଶୀହରଣ
Loading comments…
Loading comments…