by Kalandi pal ✓ · 26 Oct 2021
ପାନର ମହିମା ଜାଣିନାହଁ ତୁମେ ଗୁଟଖା କର ଆଦର କର୍କଟ ରୋଗକୁ ଆପଣାଇ ଆଣ ଏଥିରେ ଦୋଷ କାହାର ll ଜଗତର ନାଥ ପାନ ତ ଖାଆନ୍ତି କୁଣିଆଁ ଚର୍ଚ୍ଚା ପାନରେ ରଜ ମଉଜରେ ପାନର ମଉଜ ଖାଇଛି ଯେ ଜାଣିଛିରେ ll
Loading comments…
Loading comments…