by Prafulla Kumar Tripathy ✓ · 16 Jan 2021
ଯାହା ବି ହେଉ ବୋହୁ କିନ୍ତୁ ବୋହୁ ବଦଳିଛି ସିନା ସମାଜ ଶାଢି ଗହଣା ପରିପାଟୀ ମନ କିନ୍ତୁ ଆଜି ସେମିତି ତାକୁ ବୁଝାଇ ପାରିଲେ ହେଲା ସେ ବି ଦିନେ ଝିଅରୁ ହୋଇଛିି ବୋହୁ
Loading comments…
Loading comments…