by AJIT KIMAR TRIATHY ✓ · 28 May 2020
ଆମ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଉଦାର । ଅବଢା ଟଙ୍କ ତୋରାଣିରେ ଭାବ ତାଙ୍କର ।। ବିଦୁରର ଶାଗ ଭଜାରେ ହେଲେ ସନ୍ତୋଷ । ସୁଦାମା ଖୁଦରେ ସେ ଯାଚି ଦେଲେ ସର୍ବସ୍ବ।।
Loading comments…
Loading comments…