by Krushna Chandra Lenka ✓ · 12 Apr 2021
ତୋ' ବଦନେ ସଦା ନିର୍ମଳ ଛବି, କେବେ ତୁ ଲେଖକ, କେବେ ତୁ କବି। ଲେଖନୀ ମୁନେ ତୋ' କି ଯାଦୁ ଥାଏ? କୋଟି କୋଟି ଜନ ପ୍ରାଣ ସେ ଛୁଏଁ। ଅନ୍ୟାୟ, ଅନୀତି ଯେତେ ଖବର, ଲୋକଲୋଚନେ ତୁ ଆଣୁ ନଜର। ସରକାରୀ ଦୋଷ ଛାପେ ତୁ ଯହିଁ, ପଢି ଜାଗେ ଏଠି
Loading comments…
Loading comments…