by Chinmaya Kumar Nayak ✓ · 12 Oct 2020
ପୁଣି ଅଣ୍ଟା ଭିଡ଼େ ସଜାଡିବାକୁ ବୋହିଯାଥିବା ମାଟିକାନ୍ଥକୁ ପଲିଥିନ ତଳେ ଚୁଲି ଜାଳିବାକୁ ମାଟିତଳୁ ସୁନା ଫଳେଇବାକୁ ଓଦା ଜୀବନକୁ ଖରାରେ ଶୁଖେଇ ଆଉଥରେ ପୁଣି ବଞ୍ଚିବାକୁ
Loading comments…
Comments
Loading comments…